Ticker

4/recent/ticker-posts

ବ୍ୟାଟେରୀ ଶୀଘ୍ର ଚାର୍ଜ କିପରି କରିବେ

ଆଜିକାଲି android mobile ର ଚାର୍ଜ ଖୁବ ଶୀଘ୍ର ସାରି ଯାଉଛି। ଇଣ୍ଟରନେଟ ବ୍ୟବହାର ଦ୍ୱାରା ଏହା ଆହୁରି ଶୀଘ୍ର ସରୁଛି। ପୁଣି ଥରେ ଚାର୍ଜ ସରିଗଲେ ଆଉ ଥରେ ଚାର୍ଜ କରିବାକୁ ବହୁ ସମୟ ଲାଗି ଯାଉଛି। ହାତରେ ମଧ୍ୟ ବହୁ ସମୟରେ ସମୟର ଅଭାବ ଥାଏ।ତେଣୁ ଶୀଘ୍ର ଚାର୍ଜ କରିବାକୁ ପଡେ। ଏଥି ପାଇଁ କେତେକ trick କରିବାକୁ ପଡିବ।
Aeroplane ମୋଡରେ ରିଚାର୍ଜ କଲେ ଶୀଘ୍ର ଚାର୍ଜ ହୋଇଥାଏ। କାରଣ ଏହା ଦ୍ୱାରା ନେଟୱର୍କ ସହ ବହୁ apllication ବନ୍ଦ ହେଇ ଯାଏ।
ସେହିପରି ଚାର୍ଜ କରିବା ପୂର୍ବରୁ ସମସ୍ତ apllication ବନ୍ଦ କରିଦେବା ଉଚିତ। କରନା ଏଗୁଡିକ ଚାର୍ଜ ସମୟରେ ମଧ୍ୟ ବ୍ୟାଟେରୀ ବ୍ୟବହାର କରି ଚାଲିଥାନ୍ତି।

Post a Comment

0 Comments