କେମିତି କରିବେ ହ୍ŕ±ାଟସ୍ଆପ୍ର ଅକ୍ଷର ଡିଜାଇନ
ବହୁ ସମŕźŕ¬°େ ହ୍ŕ±ାଟସ୍୍ଆପ୍ରେ ଆସୁଥିବା ମ୍ŕźାସେଜ୍ଗୁଡିକ ବୋଲ୍ଡ, ଇଟାଲିକ୍, ଅଣ୍ଡରଲାଇନ ଆଦି ଡିଜାଇନରେ ଆସିଥାଏ। ବହୁ ଲୋକ ଆଶ୍ଚର୍ଯ୍ŕź ŕ¬ąୁଅନ୍ତୁ ଏହାକୁ କିŕ¬ŕ¬łି ŕ¬ାବେ ହ୍ŕ±ାଟସ୍ଆପ୍ରେ ଲେଖିବେ। ତେବେ ଏହା ŕ¬ାରି ସହଜ। ଏଥିପାଇଁ ହ୍ŕ±ାଟସ୍ଆପ୍ରେ ମ୍ŕźାସେଜ୍କୁ ଲେଖିସାରିବା ପରେ କିଛି ŕ¬¸ŕ¬®ŕź ŕ¬¦ŕ¬¬ାଇ ରଖନ୍ତୁ। କିଛି ସମŕźŕ¬°େ ପରେ କଟ୍, କପି, ସେŕźାର, ବୋଲ୍ଡ ସହ ତିନୋଟି ବିନ୍ଦୁ ଆସିବ। ତିନି ବିନ୍ଦୁରେ କ୍ଲିକ୍ କରି ନିଜ ହିସାବରେ ହ୍ŕ±ାଟସ୍୍ଆପ୍ର ଅକ୍ଷରକୁ ସଜାଇ ପାରିବେ। ସେହିପରି ଯେଉଁ ନିର୍ଦ୍ଧିଷ୍ଟ ଅକ୍ଷରକୁ ବୋଲ୍ଡ କରିବାକୁ ଚାହୁଁଛନ୍ତି ତାର ଉŕ¬ŕź ପାଶ୍ŕ±ŕ¬°୍ରେ ଷ୍ଟାର ଚିହ୍ନ ଦିଅନ୍ତୁ; ଅକ୍ଷର ବୋଲ୍ଡ ହୋଇଯିବ। ସେହିପର ଅଣ୍ଡରସ୍କୋର ଦେଲେ ଇଟାଲିକ ହୋଇଯିବ।

0 Comments