କେମିତି ଜାଣିବେ WhatsApp group ରେ କିଏ  କିଏ ପଢ଼ିଛନ୍ତି ଆପଣଙ୍କ message

WhatsApp group ରେ କିଏ  କିଏ ପଢ଼ିଛନ୍ତି ଆପଣଙ୍କ message ଜାଣିବେ କିପରି? ଏହା ଭାରି ସହଜ। ଗ୍ରୁପରେ ଯେଉଁ message ବାବଦରେ ଜାଣିବାକୁ ଇଛା କରୁଛନ୍ତି ସେଠାରେ ଲମ୍ବା press କରନ୍ତୁ। ଉପର ତିନି dot ରେ କ୍ଲିକ କରନ୍ତୁ। info window ଖୋଲିଯିବ। message ପଢି ଥିବା ଓ ନ ପଢିଥିବା ମେମ୍ବର ଦୁଇ ଭାଗରେ ଖୋଲି ଯିବ। ଏଥିରୁ କିଏ ଆପଣଙ୍କ message ପଢ଼ିଛି ସ୍ପଷ୍ଟ ହେଇଯିବ।