Ticker

4/recent/ticker-posts

ଶନି ରାଶିର ହେଲାଣି ଚଳନ, ଜାଣନ୍ତୁ କେଉ ରାଶି ଉପରେ ପଡ଼ିବ ମହାଦଶା

ଶନି ରାଶିର ହେଲାଣି ଚଳନ, ଜାଣନ୍ତୁ କେଉ ରାଶି ଉପରେ ପଡ଼ିବ ମହାଦଶା

ଗ୍ରହ ମାନଙ୍କ ଚାଳନ ଯୋଗୁ ଆମେ ମାନେ ଆମ ଜୀବନରେ ଅଦଳ ବଦଳ ଦେଖିଥାଉ ଏହି କାରଣରୁ ଆମ ଜୀବନରେ ସୁଖ ଏବଂ ଦୁଃଖର ଆଗମନ ହୋଇଥାଏ | ଶନିଦେବଙ୍କୁ ସର୍ବଧି ନ୍ୟାୟଦେବ ବୋଲି ଉପାଧି ଦିଆ ଯାଇଛି ଯିଏ କି ଅନୁଚିତ କାର୍ଯ୍ୟ କରୁଥିବା ଲୋକକୁ ଉଚିତ ଦଣ୍ଡ ଦେଇଥାନ୍ତି ଯାହାଙ୍କ ଉପରେ ଇଏ କ୍ରୋଧିତ ହେଇ ଯାଆନ୍ତି ତାର ନାଶ ହେବା ନିଶ୍ଚିନ୍ତ ଅଟେ | ଜ୍ୟୋତିଷ ଶାସ୍ତ୍ର ଅନୁଶାରେ ଗ୍ରହ ମାନଙ୍କ ଚାଲାଣ କାରଣରୁ ଏଭଳି ଯୋଗ ବନୁଛି କି ଆଜି ରାତି ଠାରୁ ଶନି ଦେବ ନିଜର ରାଶି ପରିବର୍ତନ କରିବାକୁ ଯାଉଛନ୍ତି ଯାହାର ପ୍ରଭାବ ମାତ୍ର ଗୋଟିଏ ରାଶି ଉପରେ ଅଧିକ ପଡିବ |

ହିନ୍ଦୁ ଧର୍ମରେ ଶନିଦେବଙ୍କୁ ନାୟାଧିଶ ବୋଲି ମାନିଥାଉ ଆପଣଙ୍କୁ କହି ରଖୁଛୁ ଯେ, ବ୍ୟକ୍ତିର ଜୀବନରେ ଯାହା ବି ଭଲ ଆଉ ଖରାପ ଫଳ ରହିଥାଏ ତାହା ସବୁ ଶନି ଦେବଙ୍କ ମହାଦଶ କାରଣରୁ ହିଁ ହୋଇଥାଏ | ସବୁବେଳେ ଦେଖା ଯାଏ କେବେ କେ କୌଣସି କଷ୍ଟ କାର୍ଯ୍ୟ ଅତି ସହଜରେ ହୋଇଯାଏ କିନ୍ତୁ କେବେ କେବେ ଅତି ସହଜ କାର୍ଯ୍ୟ ଅତ୍ୟନ୍ତ ପରିଶ୍ରମ କଲା ପରେ ବି ହୋଇନଥାଏ ଏହା ସବୁ ଶନି ଦେବଙ୍କ ମହାଦଶା କାରଣରୁ ହୋଇଥାଏ | ଏଇଠି କହି ରଖିବୁ କୁ ଏହି ଫାଲ୍ଗୁନ ଅମାବାସ୍ୟା ରେ ଶନି ଦଶ ଧନୁ ରାଶି ଛାଡି ମକର ରାଶିରେ ଯାଇ ବସିବେ | ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ମନ୍ଥର ଗରଟିରେ ଚାଲୁଥିବା ଗ୍ରହ ଅଟନ୍ତି ଯିଏ କି ଗୋଟିଏ ରାଶିରେ ପାଖ ପାଖି ୨.୫ ବର୍ଷ ପର୍ଯ୍ୟନ୍ତ ରହିଥାନ୍ତି | 
ଶନି ଗୋଟିଏ ଗ୍ରହ ରୁ ଅନ୍ୟ ଗୋଟିଏ ଗ୍ରହ କୁ ଯିବା ଦ୍ୱାରା ସମସ୍ଥଙ୍କ ଉପରେ ଏହାର ଗଭୀର ପ୍ରଭାବ ପଡିଥାଏ | ଏହା ପୂର୍ବରୁ ଶନି ୨୦୧୭ ମସିହାରେ ଧନୁ ରାଶିକୁ ଆସିଥିଲେ ମକର ରାଶି ପରେ ଶନି ୭ ଜାନୁଆରୀ ୨୦୨୩ ରେ ଯାଇ କୁମ୍ଭ ରାଶିରେ ଯାଇ ପ୍ରବେଶ କରିବେ |ତେବେ ବନ୍ଧୁ ଗଣ ଏଇଥର ୨୩ ବର୍ଷ ପରେ ଶନି ମକର ରାଶିରେ ଆସିଛନ୍ତି 
ଶନି ଗ୍ରହଙ୍କର ରାଶି ବଦଳାଇବା ଦ୍ୱାରା କାହାର ଉପରେ ଶନି ଦଶ ପଡ଼ିଯାଏ ତା କାହା ର ଉପରେ ଶନି ଦଶ ଖସି ଯାଏ |
ଶନିଙ୍କ ଏହିଥର ର ପରିବର୍ତନ ଗୋଟିଏ ରାଶି ପାଇଁ ବହୁତ ଅଧିକ କଷ୍ଠ ନେଇ ଆସିବ ଯେଉଁ କାରଣରୁ ଏହି ରାଶିର ଲୋକଙ୍କୁ ଅତ୍ୟଧିକ କ୍ଷତି ସହିବାକୁ ପଡିପାରେ | ଏମାନଙ୍କ ଅନାବଶ୍ୟକ ଖର୍ଚ୍ଚ ବଢ଼ିଯିବ ଏହି ରାଶିର ଲୋକ ମାନଙ୍କୁ ଏବେ ବହୁତ ସାବଧାନ ରହିବାକୁ ପଡିବ | ଚାକିରୀରେ ସମସ୍ୟା କୁ ସାମ୍ନା କରିବାକୁ ପଡିବ, କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ଶତ୍ରୁ ହଇରାଣ କରି ପାରନ୍ତି | ଵ୍ୟାପାରୀ ମାନଙ୍କ ପାଇଁ ମଧ୍ୟ ଏହି ସମୟ କାଷ୍ଠ ସାଧ୍ୟ ରହିବାର ସୂଚନା ରହିଛି, ଆପଣଙ୍କ ପ୍ରେମ ଜୀବନରେ ମଧ୍ୟ ସାନି ଦଶା କାରଣରୁ ବିପରୀତ ପ୍ରଭାବ ପଡିବ |
ଆପଣଙ୍କୁ କହିରଖୁଛୁ ଯେ ଶନିଦେବି ମକର ରାଶିରେ ପ୍ରବେଶ କରିବା ମାତ୍ରେ କୁମ୍ଭ ରାଶି ଉପରେ ଶନି ମହାଦଶ ର ପ୍ରଥମ ଚଳନି ଆରମ୍ଭ ହୋଇଯିବ | ମକର ରାଶି ଉପରେ ଏହି ମହାଦେଶର ଦ୍ୱିତୀୟ ଚଳନି ପଡିବ ସେହିଠାରେ ଧନୁ ରାଶି ଉପରେ ସେହି ମହା ଦଶାର ଅନ୍ତିମ ଚରମ ରହିବ |ଶନିଙ୍କ ରାଶି ବଦଳେଇବା କାରଣରୁ ବୃଷ ରାଶିରୁ ଏହି ଦଶା ଛାଡି ଯିବ ଏହା ବ୍ୟତିଆ ବୃଷ ଏବଂ କନ୍ୟା ରାଶିର ଲୋକ ଏହି ଦଶରୁ ମୁକ୍ତି ପାଇଯିବେ | ମିଥୁନୁ ଓ ତୁଳା ରାଶି ଉପରେ ଏହି ଦଶା ଆରମ୍ଭ ହୋଇଯିବ, କୁହାଯାଏ ଏହି ମୁକ୍ତି ପାଇଥିବା ରାଶି ଗୁଡିକ ଲାଭରେ ରହିବେ କିନ୍ତୁ ଏହା ମଧ୍ୟ ନିର୍ଭର କରିଥାଏ ଏହି ରାଶି ସହିତ ଶନି ଦେବଙ୍କ କି ଭଳି ସମ୍ପକ ରହିଛି ବୋଲି |
ଆପଣଙ୍କୁ କହି ରଖୁଛୁ କି କୁହାଯାଏ କି ଧନୁ ରାଶିର ସ୍ୱାମୀ ଗ୍ରହ ବୃହସ୍ପତି ଅଟନ୍ତି ଏବଂ ମିଥୁନୁ ରାଶିର ସ୍ୱାମୀ ଗ୍ରହ ବୁଧ ଅଟନ୍ତି ଏବଂ ଏଇ ଦୁଇ ଗ୍ରହ ସହିତ ଶନି ଦେବଙ୍କ କୌଣସି ଭଲ ସମ୍ପର୍କ ନାହିଁ ଏହି କାରାନନରୁ ମୁକ୍ତି ପାଇଥିବା ଦଶାରୁ ଏହା ଧନୁ ରାଶି ପାଇଁ ଲାଭ ରହିବ ନାହିଁ, ଏହା ସହିତ ଶନିଙ୍କ ର ଏହି ମହା ଦଶା ମିଥୁନ ରାଶି ପାଇଁ ଅଧିକ ଲାଭ ଦାୟକ ହୋଇପାରିବ ନାହିଁ ଏବଂ ଏହି କାରଣରୁ ଏହି ରାଶି ମାନଙ୍କୁ କ୍ଷତି ମଧ୍ୟ ସହିବାକୁ ପଡିପାରେ | କିନ୍ତୁ ବନ୍ଧୁ ଗଣ ଏଠି ପାଇଁ ଆପଣ ଶନି ଦେବଙ୍କ ନାମକୁ ଉଚାରଣ କରି ଚାଲନ୍ତୁ ଏହା ଦ୍ୱରା ଆପଣଙ୍କୁ ଆପଣଙ୍କର ସବୁ ଅସୁବିଧା ଠାରୁ ମୁକ୍ତି ମିଳିପାରିବ ଏହା ସହିତ ପ୍ରତିଦିନ ସକାଳେ ସ୍ନାନ କରିସାରିବା ପରେ ହନୁମାନ ଚାଳିଶା ପାଠ କରନ୍ତୁ |

Post a Comment

0 Comments