ଭୁବନେଶ୍ୱର : ପୁଣି ୩ ରାଜ୍ୟ ସରକାରୀ କର୍ମଚାରୀ ସେବାରୁ ବରଖାସ୍ତ ହୋଇଛନ୍ତି। ଏହାସହ ୬ଜଣ ଅଧିକାରୀଙ୍କ ପାଇଁ ଅବସରକାଳୀନ ସୁବିଧା ବନ୍ଦ କରାଯାଇଛି। ଏପର୍ଯ୍ୟନ୍ତ, ମୁଖ୍ୟମନ୍ତ୍ରୀ ୧୯୭ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଅନେକ ଅଧିକାରୀଙ୍କୁ ସେବାରୁ ବରଖାସ୍ତ କରାଯାଇଛି, ଅନେକଙ୍କୁ ବାଧ୍ୟତାମୂଳକ ଅବସର ଏବଂ ଅନ୍ୟମାନଙ୍କ ପାଇଁ ପେନସନ ବନ୍ଦ କରାଯାଇଛି |
0 Comments